୨୫ ବର୍ଷ ପରେ ୨୦୨୦ ନଭେମ୍ବରରେ ନାଗାର୍ଜୁନ ବେଶ

ପୁରୀ : ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ଗଣନା ହୋଇଛି। ଦୀର୍ଘ ୨୫ ବର୍ଷ ପରେ ମହାପ୍ରଭୁଙ୍କ ଏହି ବିରଳ ବେଶ ଆସନ୍ତା ୨୦୨୦ ନଭେମ୍ବର ମାସ ୨୭ ତାରିଖ ଶୁକ୍ରବାର ପବିତ୍ର କାର୍ତ୍ତିକ ଦ୍ଵାଦଶୀ ତିଥିରେ ଅନୁଷ୍ଠିତ ହେବ। ଏ ସଂପର୍କରେ ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ଜ୍ୟେର୍ତିବିଦ୍ୟା ବାଚସ୍ପତି ବୈକୁଣ୍ଠନାଥ ନାୟକ ସୂଚନା ଦେଇଛନ୍ତି। ସେହି ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଅଧିକ ୬ ଦିନ … Continue reading ୨୫ ବର୍ଷ ପରେ ୨୦୨୦ ନଭେମ୍ବରରେ ନାଗାର୍ଜୁନ ବେଶ